Изображения страниц
PDF
EPUB

باز جهان شهر What meanings have the words .6 Classify them according to the languages ? جو پر ارز

.to which they belong.

؟ کپتان نے Why does he not say .7

8. Conjugate the Active of the Verbs putting the English meanings to the 1st persons only.

9. Give the Etymology of

and point out the

Write down the

بلوانا and بلانا difference between

-and the Infini سيكهنا بيتهنا ليتنا corresponding forms of

پھٹنا and گوتنا بكنا tives of the Actives of

and فائده تجارت Write down the meanings of .10 and mention some other words derived from the معلوم

same roots.

11. Correct the faults of the following passage :

هر چند علم طب کے بدولت مجھکو هر طره ثروت حاصل هوئي اور بعض اوقات نیکی کرنے اور فائدہ پنہچانے کا بھي موقع ملا لیکن ایسا نسخه هاتهه نه لگا جس سے درد دل کا

علاج هو

12. Translate :

a. The identity of this man is clearly established. b. He fell from his horse and broke his neck.

c. He went up and was plucked.

d. Years have passed away.

ORIYA.

Examiner.-REV. K. M. BANERJEA.

ସେ

1. Translate the following passage into English : ଉତ୍ପ କେତେକ ଦିନ ଗଲ୍ଫର୍ ସଞ୍ଜୀବକ ସ୍ଵେଚ୍ଛାରେ ଆହାର ବହାର କର 'ଅରଣ୍ୟରେ ଭ୍ରମଣ କର ଦୁଃଖପୁଷ୍ପାଙ୍ଗ ଆଉ ବଲବାନ୍ ହୋଇ ଶବ୍ଦ କଲା । ସେଇ ବନରେ ପିଙ୍ଗଲକ ନାମା ସିଂହ ଆପଣା ବାଡ଼ବଲୋପାର୍ଜିଭ ରଜ୍ୟ ସୁଖାନୁଭବ କର ନିବାସ କର ଥାଏ। ସେ କଥା ପଣ୍ତିଭମାନେ କହିଅଛୁକ୍ତ, ମୃଗମାନେ ସିଂହର ଅଶ୍ଵଷେକ କରନ୍ଧ୍ର ନାହିଁ ମଧ୍ୟ ସଂସ୍କାର କରନ୍ଧ୍ର ନାହିଁ କିନ୍ତୁ ସେ ଆପେ ପରମଦ୍ବାର 'ଅର୍ଜିଭ ଗଜ୍ୟରେ ମୃଗେନ୍ଦ୍ର ପଦ ପାଏ । ସିଂହ ଦନେ ପିପାସାକୁଲ ହୋଇ ଜଳ ପାନ କରିବା ନିମନ୍ତେ ଯମୁନା। ଖରକୁ ଗଲା । ସେ ସ୍ଥାନରେ ଅକାଲ ମେଘଗର୍ଜନ ଭୁଲ୍ ସଞ୍ଜୀବକର ଶବ୍ଦ ଶୁଣିଲା। ତାହା ଶୁଣି ଜଲ ପାନ ନ କର ଭଯୁକ୍ତ ହୋଇ ଫେର ଆପଣା ସ୍ଥାନରେ ପଦ୍ମଞ୍ଚ, ଏ କ ? ଇହା ଆଲୋଚନ। କର ଚୁପ ହୋଇ ରହିଲା । ତାହାର ମସିପୁ କରକ, ଦମନକ ଦୁଇ ଶୃଗାଲ ସିଂହକ ଏହି ପ୍ରକାର ଦେଖି ଦମନକ କହୁଲ, ହେ ସିଏ କରନ୍ଧକ, ଏହି ଜଲପାନାର୍ଥୀ ଗଜା କାହିକ ଜଲ ପାନ ନ କର ଭ୍ଭ ହେଲ ପର ମନ୍ଦ ହୋଇ ସ୍ଥିତ ହୋଇଅଛନ୍ତି ।

2. Explain the Sandhi in the following words

ବାହୁବଲୈପାର୍ଜିତ ସୁଗେନ୍ଦ୍ର and give four words more

exemplifying the same rule of Sandhi.

3. Under what circumstances is the vowel Q changed into by Sandhi? Give examples.

4. Give the rule for the change of the dental into the cerebral .

ENTRANCE EXAMINATION.

5. What is the difference between the participles କର୍ମ and କର ? How would yon express the infinitive mood of the same verb? What is the difference between କରବାର କରିବାରେ and କରିବାକୁ

ସଖେ ଦମନକ, ଆମ୍ଭ ଜାଣିବାରେ ଏ ସ୍ଵାମିର ସେବା କରିବା ବହୂର ନୁହେ ।

6. Which is the verb in this sentence? In what case is 964? What is the nominative of the same word ? Give its feminine form also.

7. What is the substantive form of ବହଇ ?

8. Give four synonymes of ସମୁଦ୍ର ମେଘ ପବଭ and ପତ୍ନ 9. Translate the following passage into English : ଯେ ପିଢାମାତା ଆପଣାବାଲକରୁ ନ ପଢ଼ାନ୍ଧ୍ର ସେ ପିଭାମାଭା ବାଲକର ଶତ୍ରୁ ଯେହେତୁର ହଂସର ମଧ୍ୟରେ ଜକ ଯେମନ୍ତ ଶୋଭ ନ ୟେ ଭେମନ୍ତେ ସେହ ପୁଏ ସତ୍ତ୍ଵେ ମଧ୍ୟରେ କେବେ ଶୋଇ ନ ପା । ଏନମନ୍ତେ ପିତାମାତା ଆପଣା ସନ୍ତାନକୁ 'ଅବଶ୍ୟ ବଦ୍ୟା ଶିକ୍ଷା କରଇବେ । ଲମ୍ବମାନ ଉମ ବସ୍ତ୍ର ପରହର ଯେ ମୂର୍ଖ ସେ ଦୂରଠାରୁ ଶୋଇ ପାରୁ । ଆଉ ନକଧ୍ୟରେ ହୋଇଲେ ମୂର୍ଖ ଲେକ ଯେ ପର୍ୟନ୍ତେ କୌଣସି ବାକ୍ୟ ନ ବୋଲଇ ସେହି ପର୍ୟନ୍ତେ ଶୋଇ ପାଣ୍ଡ ପୁଣି କଥା କହିଲେ ମୂର୍ଖ ଜଣାଯାସ୍ତେ ।

ORIYA.

Examiner.-REV. K. M. BANERJEA.

1. Translate the following passage into English. ଦମନକ ସମ୍ପୂରେ କହଲ, ହେ ମହାରଜ, ଏପ୍ରକାର କରବ ନାହିଁ, ଏକ୍ସପେ ମନ୍ତ୍ର ଭେଦ ହୁଏ ; ତାହା ପଣ୍ଡିତମାନେ କହିଛନ୍ତି ଯେଋପେ 'ଅଭ୍ୟଲ୍ସସୁଦ୍ଧା ଭେଦ ନୋହିବ, ସେହି ପ୍ରକାରେ ଏ ମନ୍ତ୍ରରୂପ ଗଜକୁ ଗୋପନରେ ରକ୍ଷା କରବ; କାହିଁକନା, ସେ ବୀଜ ଈକ୍ତ ହେଲେ ଆଉ 'ଅଙ୍କୁର ହୁଏ ନାହିଁ । ଆଉ ପ୍ରଧାନ ବ୍ୟକ୍ତିର ସମାଦର ପୁଣି କର୍ତ୍ତବ୍ୟ ଯେଉଁ କର୍ମ, ତାହା ଶୀଘ୍ର ନ କଲେ କାଲ ଘାହା ରସ ପାନ କର ଯାଏ । ସେହେତୁର ଆରବ୍‌ଧକର୍ମ ଅଭ ଯନ୍‌ରେ ସମାପ୍ତ କରିବା ଆବଶ୍ୟକ ଅଟେ । ଅଥଚ, ମନ୍ତ୍ର ସଙ୍ଗରେ ଆରୂଢ ମୂର୍ଖ ଯୋଦ୍ଧାପର ଶଠାର ଭେଦ ଶଙ୍କା ହେତୁରେ ଚିରକାଳ ରହ ନ ପାରେ । ଆଉ ଯଦ୍ୟପି ଏହି ଲେକର ଦୋଷ ଜଣା ଗଲେସୁଦ୍ଧା ଦୋଷର୍ ନବର୍ଥ ହୁଏ, ତଥାପି ଭାହା ସହ ସନ୍ଧି କରିବା ଅତ୍ୟନ୍ତ ଅନୁପଯୁକ୍ତ ; ଯେହେତୁର ଏକବାର ଦୋଷରେ ଦୁଃଖ ଯେଉଁ ମିଏ, ତାହା ସହଜ ସନ୍ଧ କରିବା ଲଗି ଯେ ଇଚ୍ଛା କରେ, ଆପେ ମୃତ୍ୟୁକୁ ଡାକ କର ଗ୍ରହଣ କରେ । 'ଅପର, ଦୁଃଷ୍ଟାନ୍ତଃକରଣ ପ୍ରିବାଦ ଲେକ ନଶ୍ଚ ସମସ୍ତ ଅନର୍ଥର କର୍ର ଅଟେ । ହେ ମହାଗଜ, ଏକ୍ସରେ ଦୃଷ୍ଟାନ୍ତ, ଶକୁନ ଓ ଶକଧାର ।

2. Why is it କହିଲ and not କହିଲେ ; why ମହାତ୍ମଜ and not ମହାତ୍ମା or ମହାଗଜନ୍?

4. What is the meaning of n?

4. Is ରାହା in the same case in the 6th and 7th lines?

5. Is there any samasa in QU§ ¶ i. e. is it a compound word? What is the substantive of WQQ?

What are the substantive forms of

ପରଛନ୍ନ ହୀନ ପେଷ୍ଟ୍ ଭୂକ୍ତ ?

7. Turn the following into adjectives:

ପଶୁ ଗନ୍ଧମା ଜୀଣ୍ଡି ସଙ୍କୀର୍ଶ ପୁଣ୍ଡ

8. Which of the following words are formed from the same roots:

ଅନୂଢ଼ା ଆରୂଢ଼ ପ୍ରବାହ ବଦୁର୍ଷା ଇନୁର୍‌ହ ବିଦ୍ୟ

9. Translate the following passage into Oriya. The first great empire was founded by Nimrod, and its original seat was at Babel or Babylon. This we may suppose to have been about two thousand two hundred years before our Lord's coming, and one hundred and fifty years after the flood. From Babylon "he went out" to the conquest of Ashur, a son of Shem, "and builded Nineveh."

HINDEE.

Examiner.-REV. K. M. BANERJEA.

1. Translate the following passage into English: प्रथम बास तमसा भयेउ दूसर सुरसरि तीर न्हाइ रहे जल पान करि सिय समेत हौ बीर केवट कीन्ह बहुत सेवकाई

सो यामिनी सिंगबेर गवांई
होत प्रात बट तीर मंगावा

जटा मुकट निज सोस वनावा

« ПредыдущаяПродолжить »