Изображения страниц
PDF
EPUB

1.

दो० ।

HINDI.

Examiner-REV. DR. K. M. BANERJEA.

Translate into English :

महितुर मंत्री मातु गुरु गर्न लोग लिये साथ |

पावन श्राश्रम गमन किय भरत लषन रघुनाथ ॥ चौ० । सीय आइ मनिबरपग लागी । उचित अमीस लही मन मांगी ॥ गुरुपतिनिहि मुनि तियन्ह समेता । मिलि सप्रेम कहि जाइ न जेता ॥ बंदि बंदि पद सिय सबही के । च्यामिरबचन लहे प्रिय जी के ॥ सामु सकल अब सीय निहारी। मूंदेउ नयन महमि सुकुमारी ॥ परी बधिकबस मन मराली । काह कीन्ह करतार कुचाली ॥ तिन्ह सिय निरखि निपट दुख पावा । सो सब सहिय जो दैव सहावा ॥ जनक सुता तब उर धरि धीरा । नील नलिन लोयन भरि नीरा ॥ मिली सकल सासुन्ह सिय जाई । तेहि अवसर करुना महि छाई ॥ 2. Derive महीसुर.

3. What is meant by प्रिय जी के ?

4. Give the signification of the words मन मांगी, जेता, सहमि, बधिकबस, करतार |

5. Parse सो सहिय and सहावा [in the 6th line, ] and give the meaning of सेा ।

दो० ।

भारत जननी जानि सब भरतसनेह सुजान |

कहेउ रुजावन पालकी सुखद सुखासन जान ॥ चौ० । चक चकई द्रव पुर नरनारी । चलब प्रात उर आरति भारी ॥

जागत सब निसि भयउ बिहाना । भरत बुलाये सचिव सुजाना ॥ कहेउ लेहु सब तिलक समाजू | बनहिं देव मुनि रामहिं राजू ॥ बेग चलड सुनि सचिब जोहारे । तुरत तुरग रथ नाग संवारे ॥ च्यरुन्धती च्यरु ष्यगिनिसमाजू । रथ चढ़ चले प्रथम मुनिराजू ॥ बिप्रवृन्द चढ़ि बाहन नाना । चले सकल तपतेज निधाना ॥

नगर लोग सब सजि सजियाना | चित्रकूट कहं कीन्ह पयाना ||

[ocr errors]

सिबिका सुभग न जादू बखानी । चढ़ि चढ़ि चलत भई सब रानी ॥

6. Derive च्यारत, तुरंग, पयाना ।

7. What is the point in the comparison of पुर नर नारी with चक चकई ?

8. What is the meaning of बिहाना तपतेजनिधाना ?

9. What is the significant sense of तिलक समाजू and अगिनि समाज्?

[blocks in formation]

12.

text ?

बेग चल मुनि सचिव जे हारे ।

तुरत तुरग रथ नाग संवारे ॥

Can the word I be used in any other than the sense in the

एक भिक्षुक ने बहुत सा धन एकत्र किया था किसी राजा ने उस मे कहा कि लोग यह बात प्रसिद्ध करते हैं कि तुम्हारे यहां बहुत धन है सो हमारे एक बड़ा प्रयोजन हे जो मुझे कृपा करके कुछ धन दो तो बड़। लाभ होगा और तुम्हारा धन्यवाद पूर्वक धन दे दिया जायगा । भिक्षुक बोला कि हे जगतपालक महाराज उत्तम ओर धर्मशील राजाओं का यह काम नहीं है कि जो मैंने भीत मांगर कर बटोरा है उस धन में आप हाथ लगावें राजा बोला कि कुछ संदेह नहीं में ऐसा द्रव्य नास्तिकों को देता हूं क्योंकि बुरा बस्तु बुरों के लिये योग्य है तब राजा ने आज्ञा दी कि झिड़की और कठिनाई से इसको ठीक करके काम निकाला सेवकों ने वैसा ही किया ||

जो नर काम न करतु हैं कहे रसायन बात |

सेा हठ मे सब सहतु हैं अरु पीछे पछिताন॥

13. Translate the above extracts into English.

14. Give the exact meaning of तुम्हारे यहां, बटोरा, नास्तिक, झिड़की, ठीक करना, रसायन ।

15. Derive पछितात ।

URIYA.

Examiner-REV. DR. K. M. BANERJEA.

1. Translate into English :

ସୁନ୍ଦର ବେଶକୁ ଧର ଶରଦ ଆଶିଲା ।
ନାହଁ ବୃଦ୍ଧି ଅବରଳ, ବାଧେ ଆଉ ନାହଁ ଜଲ,

କ୍ଳେଶ ଦୂର ପାନ୍ଥର ହୋଇଲ ।

ପ୍ରଭୁ କାଲର ଅସ୍ତ୍ର, ରବଙ୍କ ଉଲ୍କୁଲ ବସ୍ତ୍ର,
ପୂର୍ବ ଦିଗ ପ୍ରକାଶ କରଇ ।
ପକ୍ଷିଗଣ ଦୃଷ୍ଟମନ, କରମ୍ଭ ମଧୁର ସ୍ଵନ,
ଶୁଣି କେଡ଼େ ସନ୍ତୋଷ ଜକ୍ଟଲ୍ ।
ସଙ୍ଗେବର ସୁବମଲ, ବକସିଭ ଶଭଦଲ,

ନିରୂପମ ଶୋଭର ସହନ ।

ମଦଇ ସ୍ଫର ଦିଗକୁ, ଘେନ ସୌରଭ ଘରକୁ,
ମନ୍ଦ ମନ ବହେ ସମୀରଣ ।

ମଧୁପାନେ ମଧୁକର, କରେ ଗୁଣୁ ଝୁଣୁ ସ୍ଵର ।
ଶରଦର ଯେପର ଘୋଷଣା ।

ସରସୀର ଆଭରଣ, ପକ୍ଟରର ହଂସଗଣ,
ପଦଭୂଲି ନ ସ୍କୁଲରୁ ସେଣା ।

ହରଭ ଧାନ୍ୟର କ୍ଷେ, ଦୃଷ୍ଟିମାଏଁ ସୁଖୀ ନେଏ,

ଚସାମାନେ ହୋଈ ପୁଲକର।

2. Derive ଅବରଲ, ପକ୍ଷି, ସୱେବର, ଅବରଲ, ସୁବମଲ,

3. What is the meaning of 109 and why it is so called?

4. What is the literal meaning of ଫୁଲକର ?

ସୂର୍ଯ୍ୟ ନଜେ ଭେଜୋମ, ଚନ୍ଦ୍ର ଓ ପୃ୩ ସ୍ଵ

ନୃହ, ଇହା ଊପାଠ ଦ୍ଵିତୀୟ ଭଗରେ ଲେଖା

ଭେଜୋମୟୂ ଅଛି । ଅଉ

ପୃଥ୍ୱୀ ସୂର୍ଯ୍ୟକୁ ପ୍ରଦକ୍ଷିଣ କରେ ଓ ଚନ୍ଦ୍ର ପୃ୩ର ଚରୁର୍ଦ୍ଦିଗରେ ପରଭ୍ରମଣ କରେ, ସେହି ପୁସ୍ତକରେ ଏବଷୟର ସୁଦ୍ଧା ବବରଣ କର ଯାଇଅଛୁ । ଯେଉଁ ସବୁ ଛଏଙ୍କର ତାହା ସ୍ମରଣ ଅଛ, ସେମାନେ ଅନାୟାସରେ ମଧ୍ୟ ଗ୍ରହଣର ବିଷୟ ବୁଝି ପାରିବେ ।

5. What is the meaning of ନିଜେ ଭେଜୋମୟ ?

6. What is the difference between the words go¶¶ and ପରଭ୍ରମଣ ?

7. Give the exact meanings of the particles and Яèч and the etymology of 'ଅନ। । ସ

ଗୃହର ବାୟୁ ଅଭ୍ୟନ୍ତରସ୍ଥ ଅନକର ପଦାର୍ଥଦ୍ବାର ଯେ ପ୍ରକାର ଦୂଷିତ ହୁଏ ସମୀପସ୍ଥ 'ଅସ୍ୱାସ୍ଥ୍ୟ-କର ବସ୍ତ୍ରଦ୍ଵାର ମଧ୍ୟ ସେହି ପ୍ରକାର ହୋଇ ଥାଏ । କଲକାଭାର ସବଂ ସ୍ଥାନରେ ମଧ୍ୟ ବାୟୁ ଦୋଷାଶ୍ରିତ, ଏଭଏକ ସେ ବିଷର ଭୃଗୁରୁ ଆଉ କ ଲେଖିଗୁଁ ? ଗଜପୁଋଷ ମାନେ ଅନୁକୂଲ ହୋଇ ଉଲ୍ଲିଖିତ ଜଲ-ପ୍ରଣାଲର ସମୁଦାୟ ପ୍ରଖକାର ନ କଲେ, ମହାନଗର କଲକାତ୍ମା ଭଜୀବଷୁ ବ୍ୟକ୍ତିର ବାସଯୋଗ୍ୟ ହେବା ସମ୍ଭବ ନୁହେ । ପଲ୍ଲୀଗ୍ରାମରେ ଗୃହର ଚରୁଢିଗରେ ଅନେକ ଉଦ୍ଘାସ୍ତ ଅଦାର ଅପର୍ୟ୍ୟସ୍ତ ବିଶୁଦ୍ଧ ବାୟୁ ପ୍ରାପ୍ତ ହେବାର ଉପାୟ ଅଛି ଯଥାର୍ଥ କରୁ ଗୃହର ପାର୍ଶ୍ୱ-ଦେଶ ଅଭ୍ୟନ୍ତ ଅପରଷ୍କୃତ ରଖିବାର ସେହି ବିଶୁଦ୍ଧ ବାୟୁ ଅବଦ୍ଧ ନ ହୋଇ ଗୃହମଧ୍ୟରେ ପ୍ରବଷ୍ଟ ହୋଇ ପାରେ ନାହିଁ । ଦ୍ବାରସନ୍ତୋହର ଆବର୍ତ୍ତନ।ଗୁଣ୍ଠି, ଦୁର୍ଗନମ କ୍ଷୁଦ୍ର ଜଲାଶ, ବାଉଶ ବାଶଙ୍ଗାଦ ନବଡ଼ ଜଙ୍ଗଲ ଇତ୍ୟାଦି ଅହଇକାର ବସ୍ତୁ ସମୁଦାୟର ଗ୍ରାମସ୍ଥ ଲେକଙ୍କର ଏଇ ସୁଲଭ ସ୍ୱାସ୍ଥ୍ୟ, ଲଭର ବଲକ୍ଷଣ ବ୍ୟକ୍ରମ ଘଠି ଥାଏ ।

ଏତଦ୍ଦେଶୀୟ୍ ଲେକଙ୍କ ଗୃହ-ନିର୍ମାଣର ପ୍ରଣାଳୀ ପର୍ଯ୍ୟାଲୋଚନା କର ଦେଖିଲେ, ବସ୍ତିର ଆଉ ଦୁଃଖିତ ହେବାକୁ ହୁଏ। ଗୃହମଧ୍ୟରେ ଜୋତିଃ ଓଁ ବାୟୁ ସଞ୍ଚାରଣର ପ୍ରତିଷେଧ କରିବା ଯେମନ୍ତ ସେହ ପ୍ରଣାଳୀର ପ୍ରଧାନ ଉଦ୍ଦେଶ୍ୟ ବୋଲି ପ୍ରମମାନ ହୁଏ । ଏଭଦ୍ଦେଶୀୟ

ପୂର୍ବତନ ଗୃହ ସମୁଦାୟ ଗୋଟିଏ ୬ ପ୍ରକୋଷ୍ଠ ଗୋଟିଏ ୨ ସିନ୍ଧୁକ ବୋଲି ଉଲ୍ଲିଖିତ ହୋଇ ପାରେ ।

8. What parts of speech are the following words ଏଇଦେଶୀୟ, ଶପାଲୀ, ବସ ଭ, ଜ୍ୟୋତିଃ ?

9. Distinguish the participles from finite verbs in the following words : କର, ଦେଖିଲେ ହୁଏ. କରିବା ପରେ.

10. How is the infinitive mood formed in Uriya ?

11. Distinguish substantives from adjectives in the following words : ଏଭଦ୍ଦେଶୀୟ, ଗୃହ, ପ୍ଲଭନ, ପ୍ରକୋଷ୍ଠ ଉର୍ଦ୍ଧ୍ୱ ଗିତ.

12. Distinguish nominatives from oblique cases in the following

words : ପ୍ରଣାଳୀର, ଗୃହ, ସିନ୍ଧୁକ, ମଧ୍ୟରେ.

18. Give the meanings of ଜଜୀବଷୁ, ଦୋଷଣ୍ଡ ଭ, ଅବର୍ତ୍ତନ। ।

ପୂର୍ବେ ଉକ୍ତ ଅରୁ ଯେ ସପ୍ତମ ହେନରୀ ପୋଷଙ୍କଠାରୁ ଅନତ ନେଇ ଆପଣାର ଜ୍ୟେଷ୍ଠା ବିଧବା ବଧ କାଥଙ୍କ ସହର ହେବଈଙ୍କୁ ବିବାହ କରଇବାରୁ ଭାହାଙ୍କର ମେଈ ନାମ୍ନୀ ଗୋଟିଏ କନ୍ୟା ଜାଭ ହେଲ । ଏକଦା ହେନର୍ ନଜ କାମିନୀଙ୍କ ସହରରୁ ଦେଖି ପୂର୍ବବବାହ ଯେ ଶାସ୍ତ୍ରସିଦ୍ଧ ହୋଇ ଥାଏ, ତେବେ ଉତ୍ତମ ନଚେଇ ଦ୍ଵିତୀୟ ବାର ଦାରପରଗ୍ରହ କରିବାକୁ ଅନୁମତ ଦିଅନ୍ତୁ । ପୋପ ଇହା ଶୁଣି ଦୁଃଖିତ ହୋଇ ଉତ୍ତର ଦାନରେ ବଲମ୍ବ କରିବାରୁ ‘ ବ୍ରାକ୍ଟର,’ ନାମା ଜଣେ ପଣ୍ତିତ ଗୁଜାଙ୍କୁ ଏହି ପରମର୍ଶ ଦେଲେ ଯେ, ଏପର ସ୍କୁଲରେ ପୋପଙ୍କ ଅଭ୍ରମର ଅପେକ୍ଷା ନ କର ପଏଦ୍ବାଗ୍ ସ୍ଵଦେଶୟ ଓ ବୈଦେଶିକ ପ୍ରଧାନ ୬ ଚରୁଠୀ ଅଧ୍ୟାପକମାନଙ୍କ ମତ ପ୍ରହଣ କରିବାର ଉଚିତ। ଗଜା ଭହଁରେ ସମ୍ମତ ହୋଇ ପ୍ରଭସ୍ଥାନକୁ Qଏଁ ପଠାଇବାରୁ ଭଦ୍ୱାର ବୋଧ ହେଲା ଯେ ବଧବା ସ୍ଵଭୃପର ପାଣିଗ୍ରହଣ କରିବାର ନ୍ୟାୟାନୁଗତ ନୁହେ। ଅଭ୍ୟଏକ ହେନଶ୍, ପର୍ବ ମନୋମର ଅନାରୁଲନଙ୍କର ପାଣିଗ୍ରହଣ

କଲେ ।

14.

Translate the above lines into English.

15. Give the literal meaning of ଦ୍ଵାରପରଗ୍ରହ and ପାଣିଗ୍ରହ
16. What is the sense of ନଚେର ? In what mood is ହୁଅନ୍ତୁ ?

« ПредыдущаяПродолжить »